#ନବବଧୁ_ବେଶରେ_ସଜେଇ_ହେଉଛି_ଅଯୋଧ୍ୟା_ସହର
#ପ୍ରଭୁ_ଶ୍ରୀରାମଙ୍କ_ନଗରୀରେ_ପାଳନ_ହେବ_ଷଷ୍ଠ_ଦୀପୋତ୍ସବ
ପୂର୍ବବର୍ଷ ଆଠୁ ଆହୁରି ଦୀପୋତ୍ସବକୁ ଆହୁରି ଭବ୍ୟ ଢଙ୍ଗରେ ପାଳନ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । ନବବଧୁ ବେଶରେ ସଜେଇ ହେଉଛି ଅଯୋଧ୍ୟା ନଗରୀ । ତେବେ ଏଥର ଦୀପୋତ୍ସବକୁ ଆହୁରି ଖାସ ବନାଇବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ।
#Ayodhya #Diwali2022 #Decorated #celebration #PMNarendraModi #ArgusNews