ଭଗବାନ ବିଶ୍ବେଶ୍ବରଙ୍କ ଭୂମିରେ ପ୍ରକାଶମାନ ହେବ ଭଗବାନ ରାମେଶ୍ବରଙ୍କ ସଂସ୍କୃତି। ସମାପ୍ତ ହେବ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ଅନ୍ତର୍ବିରୋଧ। ସାକାର ହେବାକୁ ଯାଉଛି ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପ।
#ArgusNews #Kashi #TamilCulture #UnionMinister Dharmendra Pradhan #varanasi