ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଘର ଉପରେ ଚାଲିଲା ମାମାଜୀଙ୍କ ବୁଲଡୋଜର । ମଧ୍ୟପ୍ରଦେଶ ଖରଗୌନ ଜିଲ୍ଲାରେ ରାମନବମୀ ଶୋଭାଯାତ୍ରା ଉପରେ ହୋଇଥିଲା ଆକ୍ରମଣ । ଆକ୍ରମଣକାରୀଙ୍କ ବେଆଇନ୍ ନିର୍ମାଣ ଭାଙ୍ଗିଲେ ମଧ୍ୟପ୍ରଦେଶ ସରକାର
#MadhyaPradesh #bulldozer #mpgovt #Illegalconstruction #ArgusNews