#ପ୍ରବାସୀ_ଓଡ଼ିଆଙ୍କ_ମୁଖ୍ୟ_ଆକର୍ଷଣ_ହଜଖାସ_ଜଗନ୍ନାଥ_ମନ୍ଦିର
ନୂଆଦିଲ୍ଲୀରେ ରଥଯାତ୍ରା । ପ୍ରବାସୀ ଓଡ଼ିଆଙ୍କ ମୁଖ୍ୟ ଆକର୍ଷଣ ପାଲଟିଥାଏ ହଜଖାସ ଏବଂ ତ୍ୟାଗରାଜ ଜଗନ୍ନାଥ ମନ୍ଦିର । ତ୍ୟାଗରାଜ ଜଗନ୍ନାଥ ମନ୍ଦିର ସର୍ବ ପୁରାତନ ମନ୍ଦିର ହୋଇଥିବା ବେଳେ ହଜଖାସ ମନ୍ଦିରଟି ମଧ୍ୟ ବହୁ ପୁରୁଣା । ଦିଲ୍ଲୀରେ ରଥଯାତ୍ରା ହେଉ କି ବାହୁଡ଼ା, ସବୁବେଳେ ଭକ୍ତଙ୍କ ଗହଳି ଲାଗି ରହେ
#NewDelhi #Rathayatra2022 #ImmigrantOdia #ArgusNews