କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଛୁଇଁଲା ମୌସୁମୀ । ଜୁନ ୧ରେ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି। ମୌସୁମୀ ପ୍ରଭାବରେ ଦେଶର କିଛି ସ୍ଥାନରେ ବର୍ଷା ହୋଇପାରେ ।
#kerala #monsoon #touched #monsoontouched #IMD #ArgusNews