#୨୦୨୪ରେ_ଗଡ଼ିବ_ନୂଆ_ଆମ୍ବାସାଡର
#ଇଲେକ୍ଟ୍ରିକ_କାର_ରୂପରେ_ଆସିବ_ମାର୍କେଟକୁ
‘ଆମ୍ବି’ ନାମରେ ନୂଆ ଇଲେକଟ୍ରିକ ଆମ୍ବାସାଡର କାର ମାର୍କେଟକୁ ଆସିବ । ଦିନ ଥିଲା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଭାରତର ସବୁ ବଡବଡିଆ ଚଢୁଥିଲେ ଆମ୍ବାସାଡର କାର । ଏହା ଥିଲା ପ୍ରଥମ ମେଡ ଇନ ଇଣ୍ଡିଆ କାର । ଋଣ ବୋଝ ଓ ବିକ୍ରି ହ୍ରାସ ଯୋଗୁଁ ୨୦୧୪ରେ ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ।
#ambassador #Ambi #car #hindustanmotors #electriccar #Odisha #ArgusNews