#ଆଇକନିକ୍_ସପ୍ତାହ_ଉତ୍ସବର_ଉଦଘାଟନ_କଲେ_ପ୍ରଧାନମନ୍ତ୍ରୀ
ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହ ଉତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନୂଆ କଏନ୍ ସିରିଜ ଲୋକାର୍ପିତ କରିଛନ୍ତି ।
#PMNarendraModi #Iconic #Odisha #ArgusNews