G7 ରେ ଯୋଗ ଦେଇ ୟୁଏଇ ବାହାରିଲେ ପ୍ରଧାନମନ୍ତ୍ରୀ। G7ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି । ସମ୍ମିଳନୀରେ ବିଶ୍ଵର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ ମୋଦି ।
#germany #PrimeMinister #NarendraModi #G7Summit #uae #ArgusNews