ଆଜି ଦିଲ୍ଲୀର ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ `ଆଦି ମହୋତ୍ସବ'ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତି, ଶିଳ୍ପ, ଖାଦ୍ୟପେୟ, ବାଣିଜ୍ୟ ଏବଂ ପାରମ୍ପରିକ କଳାକୁ ପ୍ରଦର୍ଶିତ କରାଯିବ ।
#ArgusNews #AadiMahotsav #inaugurated #PMModi #Delhi #DhyanChandRashtriyaStadium #national