#ଉଦ୍ଧବଙ୍କ_ସେନା_ବନାମ_ଏକନାଥ_ସେନା
#ଫ୍ଲୋର_ଟେଷ୍ଟ୍_ପୂର୍ବରୁ_ଆଇନଗତ_ଲଢ଼େଇ
ମହରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ପୂର୍ବରୁ ଆଇନ ଲଢ଼େଇ। ଉଦ୍ଧବ ସେନା ବନାମ୍ ଏକନାଥ ସେନା। ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ସୁପ୍ରିମକୋର୍ଟରେ ଲଢେଇ। ସୁବିଧା ଜନକ ସ୍ଥିତିରେ ଅଛନ୍ତି ସିନ୍ଦେ କ୍ୟାମ୍ପ। ଜୁଲାଇ ୧୧କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି ।
#maharashtra #Shivsena #PoliticalCrisis #Odisha #ArgusNews