#ଭାରତର_ଦମଖମ୍_ଦେଖିଲା_ସାରା_ବିଶ୍ବ
#ଆତ୍ମନିର୍ଭର_ଭାରତର_ପ୍ରଚଣ୍ଡ_ଅବତାର
98 ଦେଶ, 809 କମ୍ପାନୀ, 32 ଦେଶର ପ୍ରତିରକ୍ଷା ମନ୍ତ୍ରୀ । ଭାରତର ଦମଖମ୍ ଦେଖିଲା ସାରା ବିଶ୍ବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଳୁରୁର ୟେଲହଙ୍କା ଏୟାରବେସରେ ଏସିଆର ସବୁଠୁ ବଡ଼ ଏରୋ ଇଣ୍ଡିଆ ଶୋ ୨୦୨୩ର ଉଦଘାଟନ କରିଛନ୍ତି ।
#ArgusNews #AirShow #PMNarendraModi #Bengaluru #National