#ଲଙ୍କାରେ_ଏଣିକି_ଆରମ୍ଭ_ହେବ_ରାନିଲରାଜ୍
ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ ରାନିଲ୍ ଓ୍ବିକ୍ରମସିଂହେ
ଶ୍ରୀଲଙ୍କାରେ ଦୀର୍ଘ ମାସ ଧରି ଚାଲି ଆସିଥିବା ସଙ୍କଟରେ ଏବେ ଆସିଛି ସାମାନ୍ୟ ରାଜନୈତିକ ସୁଧାର । କାରଣ ଦେଶର ନୂଆ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି କାମଚଳା ରାଷ୍ଟ୍ରପତି ଭାବରେ ଦାୟିତ୍ବ ତୁଲାଉଥିବା ପୂର୍ବ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ।
#SriLanka #President #RanilWickremesinghe #ArgusNews