#ମହାମହିମ_ରାଷ୍ଟ୍ରପତି_ଦ୍ରୌପଦୀ_ମୁର୍ମୁଙ୍କୁ_ଅପମାନ
#ଓଡ଼ିଶାର_ଝିଅ_ସାରା_ଦେଶର_ପ୍ରିୟ_ଦ୍ରୌପଦୀ_ମୁର୍ମୁଙ୍କୁ_ତାତ୍ସଲ୍ୟ
ଦ୍ରୌପଦୀ ମୁର୍ମୁଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ସଭାରେ ଲାଞ୍ଝିତ, ଅପମାନୀତ କରିବାର ହୀନ ପ୍ରୟାସ । କିଏ ଏହି ଅଖିଳ ଗିରି ?। ପଶ୍ଚିମବଙ୍ଗ ମମତା ସରକାରର ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରି । ନନ୍ଦିଗ୍ରାମରେ ଜନସଭାରେ ଟି.ଏମ.ସି. ମନ୍ତ୍ରୀଙ୍କ ଅଶାଳୀନ, ଅଭଦ୍ର ମନ୍ତବ୍ୟ । ମହିଳା ସମାଜ ଓ ସାରା ଦେଶର ଭାବାବେଗକୁ ଦୋହଲାଇ ଦେଲା ଭଳି ମନ୍ତବ୍ୟ ।
#TMCMinister #objectionableremark #President #DraupadiMurmu #AkhilGiri #National #ArgusNews