ଆଜି ବିଶ୍ଵ ପରିବେଶ ଦିବସ,ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ"ମୃତ୍ତିକା ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସମାବେଶକୁ ସମ୍ବୋଧିତ କରିବେ।
#newdelhi #PrimeMinister #NarendraModi #WorldEnvironmentDay #VigyanBhawan #ArgusNews