କେନ୍ଦ୍ରାପଡାର ଶେଖ୍ ସାଜିଦ ନାମକ ଜଣେ ବ୍ୟକ୍ତି ୯ ଏପ୍ରିଲରେ ଦୁବାଇରେ ମୃତ୍ୟୁ ବରଣ କରିଥିଲେ। ସେ ରହୁଥିବା କ୍ୟାମ୍ପ କ୍ୱାର୍ଟରରେ ଗାଧୋଇବା ପାଇଁ ଯିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ତିନି ଦିନର ପରିଶ୍ରମ ପରେ ତାଙ୍କ ମୃତଦେହକୁ ୧୨ ତାରିଖ ରାତି ୮ଟା ୪୦ରେ ରେ ଭୁବନେଶ୍ୱରକୁ ଏୟାର ଇଣ୍ଡିଆ ଫ୍ଲାଇଟ୍ ରେ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଡ଼ ଅରୁଣ କୁମାର ପ୍ରହରାଜ।
#dubai #Odisha #Kendrapada #heartattack #arunkumarpraharaj #AirIndia #ArgusNews