କଥାରେ ଅଛି ସବୁ ଦୁଃଖ କଷ୍ଟକୁ ଭୁଲି ଯିଏ ହସି ପାରିଲା, ସେ ଜୀବନର ଅର୍ଥ କ’ଣ ବୁଝି ପାରିଲା । ଯାହା ଏମାନେ ବୁଝିଛନ୍ତି । ଟ୍ରାକ୍ଟରର ପଛପଟେ ଏହି ମହିଳାମାନେ ବୋଧ ହୁଏ କାମରୁ ଫେରୁଛନ୍ତି । ଆଉ ଫେରିବା ସମୟରେ ସମସ୍ତେ ଦିନ ଯାକର କଷ୍ଟକୁ ଭୁଲାଇବା ପାଇଁ ନାଚୁଛନ୍ତି । ସମସ୍ତଙ୍କ ମୁହଁରେ ହସ । ଆପଣ କହିପାରିବେ ମାଇଣ୍ଡ୍ ଫ୍ରେସ୍ କରିବାକୁ ଏଇଟା ଗୋଟେ ହାଲକା ଫୁଲକା ଡ୍ୟାନ୍ସ । ନଜର ପକାନ୍ତୁ ଏହି ଭିଡିଓରେ ...
#women #life #Labor #happymoments #relax #ArgusNews