ଜାମ୍ମୁକାଶ୍ମୀରରେ ଏସିଆର ବୃହତ ସ୍ଥଳପଦ୍ମ ବଗିଚା !
ଏସିଆର ବୃହତ ସ୍ଥଳପଦ୍ମ ବଗିଚା । ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ରହିଛି ଏହି ବୃହତ ସ୍ଥଳପଦ୍ମ ବଗିଚା । ଏହି ବଗିଚାର ଉଦଘାଟନ କରିଛନ୍ତି ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା
#ArgusNews #JammuKashmir #Tullipflower #Garden