#୯ସେକେଣ୍ଡରେ_ମାଟିରେ_ମିଶିଵ_ସୁପରଟେକ_ଟ୍ଵିନ_ଟାୱାର
ନୋଏଡାଠାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ଟ୍ବିନ ଟାୱାରକୁ ଆସନ୍ତା ୨୮ ତାରିଖ ଅପରାହ୍ନ ରେ ଭଙ୍ଗାଯିବ। ସେଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ପୁରା ବିଲ୍ଡିଂରେ ବିସ୍ଫୋରକ ଲଗାଇ ଦିଆଯାଇଛି। ମାତ୍ର ୯ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଵ ଏହି ବହୁତଳ ପ୍ରସାଦ।
#Noida #twintowers #demolition #IllegalConstruction #ArgusNews