ଘୋଷ୍ଟ୍ ଅଫ୍ କିଭଙ୍କୁ ହରେଇଲା ୟୂକ୍ରେନ୍ । ନିଜ ଦେଶରେ ସେ ହିରୋ ଥିବା ବେଳେ ଶତ୍ରୁ ପାଇଁ ଥିଲେ ଆତଙ୍କ । ମିଗରୁ ବୋମା ଆଉ ଗୁଳି ବର୍ଷଣ କରି ସେ ଉଡ଼ାଇ ଦେଉଥିଲେ ଶତ୍ରୁର ଲଢ଼ୁଆ ବିମାନ । ହେଲେ ମାର୍ଚ୍ଚ ୧୩ ତାରିଖରେ ରୁଷର ପ୍ରତି ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି
#Russia #Ukraine #Kiev #War #ArgusNews