ଦୁବାଇ ଏକ୍ସପୋରେ ଉଦଘାଟିତ ହୋଇଯାଇଛି ଭାରତର ପ୍ୟାଭିଲିୟନ । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଶ ଗୋଏଲ । ଉଦଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ତେବେ ଏହି ଏକ୍ସପୋରେ ଭାରତ ସବୁଠାରୁ ବଡ ପାଭିଲିୟନ ସହିତ ଅଂଶଗ୍ରହଣ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#dubai #expo #inauguration Piyush Goyal PMOindia Narendra Modi #Odisha #ArgusNews