ଆଜି ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ସହ କଥା ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଭିଡିଓ କନଫରେନ୍ସି ଜରିଆରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନା ହେବା ନେଇ ହ୍ବାଇଟ ହାଉସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
#uspresident #JoeBiden #talks #ChinesePresident #XiJinping #videoconferencing #WhiteHouse #announced #ArgusNews