#ପ୍ରଥମ_ଦିନରୁ_ହିଁ_ଆକ୍ସନରେ_ଉପରାଷ୍ଟ୍ରପତି
#ସୁପ୍ରିମକୋର୍ଟଙ୍କୁ_ସିଧା_ଟାର୍ଗେଟ୍
ରାଜ୍ୟସଭାର ପ୍ରଥମ ସମ୍ବୋଧନରେ ହିଁ ପୀଠାସୀନ ଜଗଦୀପ ଧନଖଡ୍ ସାଂସଦଙ୍କୁ ମନେ ପକାଇଦେଇଛନ୍ତି ସାମ୍ବିଧାନିକ ଅଧିକାର ଓ ଗାରିମା । ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ଉପରେ ନିଶାନା ସାଧିଛନ୍ତି ।
#ArgusNews #VicePresident #firstday #action #SupremeCourt #judicialsystem #NJAC