କୋଭିଡ ଗବେଷଣା ଦେଖାଇଲା ନୂଆ ଆଶା । ଭାରତରେ ମିଳିପାରେ ସବୁଠୁ ଶସ୍ତା ଓ ସହଜ ଚିକିତ୍ସା । ଦେଶରେ ଗବେଷଣା ବିଦେଶରେ ଚର୍ଚ୍ଚା । ଆମେ କହୁଛୁ ଗଙ୍ଗାଜଳ କଥା । ଏବେ ଆଧ୍ୟାତ୍ମିକ କାରଣରୁ ନୁହେଁ, କୋଭିଡ ଚିକିତ୍ସା ପାଇଁ । ଆମେରିକା ଜର୍ନାଲରେ ସର୍ଭେ ରିପୋର୍ଟକୁ ନେଇ ବଡ଼ ଆଶା ଦେଖାଇଛି । ଆଗକୁ ଗଙ୍ଗାଜଳକୁ ନେଇ ଆରମ୍ଭ ହେବାକୁ ଯାଉଛି ହ୍ୟୁମାନ ଟ୍ରାଏଲ ....
#Argusnews #Nationalnews #Covid19_Treatment #Ganga_Water #Human_Trial