#ବିଜେପିର_ବିକାଶ_ଏଜେଣ୍ଡା_ଆଣିବ_ପରିବର୍ତ୍ତନ
#ରାଜ୍ୟରେ_କ୍ଷମତାରୁ_ହଟିବ_ଟିଏମସିର_କୁଶାସନ
ବେଙ୍ଗଲରେ ଏଥର ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ପାଲଟିବ ନନ୍ଦିଗ୍ରାମ । ମହିଳା ନିର୍ଯ୍ୟାତନା, ଗୁଣ୍ଡାଗର୍ଦ୍ଦି, ତୁଷ୍ଟିକରଣ ରାଜନୀତିର ଅନ୍ତ ଘଟିବ । ବିଜେପିର ବିକାଶ ଏଜେଣ୍ଡା ରାଜ୍ୟରେ ଆଣିବ ପରିବର୍ତ୍ତନ । ମମତାଙ୍କ ପରାଜୟ ସହ ରାଜ୍ୟରେ କ୍ଷମତାରୁ ହଟିବ ଟିଏମସିର କୁଶାସନ । ୨ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନନ୍ଦିଗ୍ରାମରେ ବିଜେପିର ବିଶାଳ ରୋଡ଼୍ ଶୋ....
#ArgusNews #National #West_Bengal #Nandigram #Election #BJP #Union_MInister Dharmendra Pradhan