ସିଂହଙ୍କୁ ଡେଇଁଲା କରୋନା
ଏବେ ଭାରତରେ କେବଳ ମଣିଷ ନୁହେଁ ବରଂ ବନ୍ୟପଶୁ ମଧ୍ୟ କରୋନା ସଂକ୍ରମିତ ହେବାର ଖବର ଆସିଛି । ପୂର୍ବରୁ ଅନ୍ୟ କେତେକ ଦେଶରେ କିଛି ଗୃହପାଳିତ ଏବଂ ବନ୍ୟପଶୁଙ୍କୁ କରୋନା ସଂକ୍ରମଣ ହେବାର ଜଣାପଡ଼ିଥିଲା ମାତ୍ର ଭାରତରେ ଏ ଯାଏ ସେପରି ହେବାର ଖବର ମିଳିନଥିଲା। ଏହି ଖବର ଏବେ ପାଲଟିଛି ଚିନ୍ତାର କାରଣ....
#ArgusNews #National #India #Lion #Virus