ଆଜି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ପଶ୍ଚିମ ବଙ୍ଗ ଗସ୍ତ କରିଛନ୍ତି । ସେଠାରେ ସେ ପରିବର୍ତ୍ତନ ଯାତ୍ରାର ଶେଷ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହା ଗଙ୍ଗା ସାଗର କୂଳରେ ଥିବା କପିଳ ମୁନି ଆଶ୍ରମରେ ଦର୍ଶନ କରିଥିଲେ । ଏହାପରେ ସାଉଥ 24 ପ୍ରଗଣାରେ ବିରାଟ ରାଲିର ସମ୍ବୋଧନ କରି ବେଙ୍ଗଲବାସୀଙ୍କୁ ମୋଦି ସରକାରଙ୍କ ସବକା ସାଥ ସବକା ବିକାଶ ଯୋଜନାରେ ଅନୁପ୍ରାଣିତ କରିଥିଲେ ...
#ArgusNews #AmitShah #WestBengal #Bjp
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app