ବର୍ତ୍ତମାନ ସମୟରେ ପାଣିର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ବିକାଶ ଧାରା ଦେଶର ଜଳ ସ୍ରୋତ ଉପରେ ନିର୍ଭର କରୁଛି । ଆମକୁ ଯୋଜନାବଦ୍ଧ ଓ ଜନ ସହଭାଗିତା ଦ୍ୱାରା ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#ArgusNews #WorldWaterDay #JalShaktiAbhiyan #CatchTheRain #VideoConferencing #WaterConservation #GramPanchayat #JalShapath #KenBetwaLinkProject