ଫେକ୍ ନ୍ୟୁଜ କବଳରେ କଂଗ୍ରେସ
ଏବେ ମିଛଖବରକୁ ଆଶ୍ରା କରିଛି କଂଗ୍ରେସ । ପାଲଟିଛି ଫେକ୍ ନିୟୂଜର ଫ୍ୟାକ୍ଟ୍ରି । ପୁରୁଣା ମିଛ ଖବରକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ କରୁଛି ଅପଚେଷ୍ଟା । ଝାଡ଼ଖଣ୍ଡ ପୁଲିସ୍ର ମକ୍ଡ୍ରିଲ ଭିଡ଼ିଓକୁ ଆସାମର ସିଏଏ ଆନ୍ଦୋଳନ ସହ ଯୋଡ଼ି ସୋସିଆଲ ମିଡ଼ିଆରେ କରୁଛି ସେୟାର୍ । ଆସାମ ନିର୍ବାଚନରେ ବିଜେପିକୁ ବଦନାମ କରିବା ପାଇଁ ନେଇଛି ଅପପ୍ରଚାରର ସାହାରା ଯାହା ଏବେ ଧରା ପଡ଼ିବାରୁ ଦଳକୁ ଅପଦସ୍ତ ହେବାକୁ ପଡ଼ିଛି....
#ArgusNews #National #Congress #FakeNews #SocialMedia