କଂଗ୍ରେସ ଆସାମ ଲୋକଙ୍କ ଠାରୁ ବହୁତ ଦୂରକୁ ଚାଲି ଗଲାଣି । ଶ୍ରୀଲଙ୍କା ଏବଂ ତାଇୱାନର ଫଟୋ ଦେଖାଇ କଂଗ୍ରେସ କହିଛି ଏହା ଅସାମର ଅଟେ । ଭୁଲ ବାରମ୍ବାର ହେଲେ ତାହାକୁ ପ୍ରବୃତ୍ତି କୁହାଯାଏ । ଆସାମର ଅପମାନ କରାଯାଇଛି । ଆସାମର ସଂସ୍କୃତିକୁ ଭୁଲିସାରିଛି କଂଗ୍ରେସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#ArgusNews #National #Assam #PM