ଭାରତର କେତେକ ରାଜ୍ୟରେ ଦେଖାଦେଇଛି ଆଉ ଏକ ସଂକ୍ରାମକ ରୋଗ ବାର୍ଡ଼ ଫ୍ଲୁ ବା ଆଭିଏନ୍ ଫ୍ଲୁ । ରାଜସ୍ଥାନର ଚିଡ଼ିଆଖାନା, ହ୍ରଦ ଏବଂ ଅନ୍ୟ ଅଂଚଳରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ଫ୍ଲୁ ସଂକ୍ରମଣ କ୍ରମେ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ କେରଳକୁ ମଧ୍ୟ ବ୍ୟାପିଲାଣି....
#ArgusNews #National #Bird_Flu