ରାଜୀବଙ୍କ ଟଲେଷ୍ଟ ସାଇକେଲ
ଭାରତର ବିଭିନ୍ନ ସ୍ଥାନରେ ଆପଣ କିଛି ନା କିଛି ଖାସ୍ ତଥା ବିଶେଷତ୍ୱ ପାଇଯିବେ ।
ଯଦି ଆପଣ କେବେ ଚଣ୍ଡୀଗଡ ଯିବେ, ତେବେ ସେଠାରେ ବି ଦେଖିପାରିବେ କିଛି ଖାସ୍ । ଚଣ୍ଡୀଗଡରେ ରାସ୍ତାରେ ଦେଖିପାରିବେ ଆପଣ ଏକ ନିଆାରା ସାଇକେଲ୍...
#ArgusNews #National #Chandigarh #TallestCycle