ବଢିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ । ରିୟାଙ୍କ ନାଁରେ ପୁଣି କ୍ରିମିନାଲ କେସ । ଡ୍ରଗ୍ସ୍ ଲିଙ୍କ୍ ମାମଲା ପରେ ଏବେ କ୍ରିମିନାଲ୍ କେସ ଲାଗିଲା ରିୟାଙ୍କ ନାଁରେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରିଛି ...
#ArgusNews #SushantSingh_Suicide_Issue #RheaChakraborty