ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍କୁ ହତାଶ କଲା ଚୀନ୍ । କୋଭିଡ଼୍-୧୯ ସଂକ୍ରମଣର ପ୍ରାଥମିକ ତଥ୍ୟ ଦେବାକୁ ସିଧା ସିଧା ମନା କରିଦେଲା ଚୀନ୍ । କେମିତି ଏବଂ କିପରି ପ୍ରଥମେ ଚୀନର ଉହାନ୍ଠାରେ କୋଭିଡ଼୍-୧୯ ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା ସେ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କିଛି ଦିନ ତଳେ ଆରମ୍ଭ ହୋଇଥିଲା ଅନୁସନ୍ଧାନ । ସଂକ୍ରମଣ ଆରମ୍ଭର ତଥ୍ୟ ବା ର ଡାଟା ପାଇଁ ଉଦ୍ୟମ କରିଥିଲେ ହୁ ଟିମ୍ ....
#ArgusNews #China #WHOTeam #CovidReport
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app