‘ବାତ୍ୟା ଖର୍ଚ୍ଚର ଜବାବ ମାଗିଲେ ରାଗି ଯାଉଛନ୍ତି ଦିଦି, ରାସନ ଦୁର୍ନୀତି କଥା ପଚାରିଲେ ଜେଲ ପଠାଉ ଦେଉଛନ୍ତି , କୋଇଲା ଘୋଟାଲାର ଜବାବ ମାଗିଲେ ପୋଲିସ ଲଗାଇ ଦେଉଛନ୍ତି । ଆଜି ବେଙ୍ଗଲ ଦିଦିଙ୍କୁ ପଚାରୁଛି, କାହିଁକି ସେମାନଙ୍କୁ ତାଙ୍କ ହକ୍ ଦିଆଯାଉନାହିଁ ।’ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
#ArgusNews #WestBengal #National #Kharagpur Narendra Modi