କରୋନା ଭୂତାଣୁର ଆତଙ୍କ ଖେଳେଇ ସାରା ବିଶ୍ୱକୁ ମାନ୍ଦାବସ୍ଥା ଭିତରକୁ ଠେଲି ଦେଇଥିବା ଚୀନ୍ ଏବେ କରୋନା ମୁକାବିଲାରେ ନିଜ ଆଡ଼ୁ ଭାରତକୁ ସହଯୋଗ ପାଇଁ ଇଛା ପ୍ରକାଶ କରିଛି । କରୋନା ମୁକାବିଲା ପାଇଁ ଚୀନ୍ ସହାୟତା କରିବାକୁ ଚାହୁଛି ଭାରତକୁ....
#ArgusNews #National #China #Corona #Help