ହସ୍ପିଟାଲରେ ସଚିନ ତେନ୍ଦୁଲକର । ନିଜେ ଟ୍ବିଟ କରି ସଚିନ ଏହି ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ମାଷ୍ଟରବ୍ଲାଷ୍ଟର । ସେ କିଛିଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଫ୍ୟାନ୍ସ ମାନଙ୍କୁ କହିଛନ୍ତି ...
#ArgusNews #SachineTendulkar #CoronaPositive #MasterBlaster