ଧର୍ମଠୁ ଉପର ପ୍ରଭୁ ଶ୍ରୀରମ । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ଅଯୋଧ୍ୟାରେ । ରାମ ମନ୍ଦିର ଭୁମି ପୂଜନ ପାଇଁ ଅନେକ ମାନ୍ୟଗଣ୍ୟ ଲୋକଙ୍କୁ ନିମନ୍ତ୍ରଣ କାର୍ଡ ଦିଆଯାଇଛି । ଆଉ ଏମିତି ଏକ କାର୍ଡ ପହଞ୍ଚିଛି ବାବ୍ରି ମସଜିଦର ଜଣେ ଓକିଲ ଇକବାଲ ଅନସାରୀଙ୍କ ନିକଟରେ...
#TheArgus #National #Ayodhya #Ram_Temple