ବେଙ୍ଗଲରେ ବିଜେପିର ପରିବର୍ତ୍ତନ ରାଲି । ମମତାଙ୍କ ଟିଏମସିକୁ କଡ଼ା ଟକ୍କର ଦେବା ପାଇଁ ବେଙ୍ଗଲରେ ବିଜେପିର ହେଭିୱେଟ । ଜେପିର ପରିବର୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିଜେପିର ବିଶାଳ ରାଲିରେ ଯୋଗ ଦେଇ ଧର୍ମେନ୍ଦ୍ର କଲେ ମମତାଙ୍କୁ ଟାର୍ଗେଟ୍.....
#ArgusNews #National #Kolkata #Union_Minister #Dharmendra_Pradhan #Paribartan_Rally