#ଖେଳ_ଖତମ୍_ହେବ_ଗ୍ୟାଙ୍ଗଷ୍ଟରର୍
ଏବେ ଖେଳ ଖତମ ହେବାକୁ ଯାଉଛି ୟୂପିର କୁଖ୍ୟାତ ମାଫିଆ ଡନ୍, ଗ୍ୟାଙ୍ଗ୍ଷ୍ଟର ତଥା ରାଜନେତା ମୁଖ୍ତାର ଅନ୍ସାରୀର । ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ସୋମବାର ଦିନ ୟୂପି ପ୍ରୟାଗରାଜ ଜୋନ୍ର ଏଡ଼ିଜି ତଥା ଏନ୍କାଉଂଟର୍ ସ୍ପେଷାଲିଷ୍ଟ୍ ପ୍ରେମ୍ ପ୍ରକାଶଙ୍କ ନେତୃତ୍ୱରେ ଏକ ୫୦ ଜଣିଆ ପୁଲିସ୍ ଟିମ୍ ଯାଇଛନ୍ତି ପଂଜାବ....
#ArgusNews #National #Uttar_Pradesh #Gang_Star