ପ୍ରଥମେ ବିରୋଧ ଏବେ କିନ୍ତୁ ପ୍ରଶଂସା । ଭାରତର ନୂଆ କୃଷି ଆଇନକୁ ନ ବୁଝି କୃଷକ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ କାନାଡ଼ାର ପ୍ରଧାନମନ୍ତ୍ରୀ । ବୁଝିବା ପରେ ଏବେ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଜଷ୍ଟିନ୍ ଟ୍ରୁଡ଼ୁ ।କୃଷକଙ୍କ ସହ ଆଲୋଚନା ଜରିଆରେ ସମସ୍ୟା ସମଧାନ ପାଇଁ ମୋଦିଙ୍କ ପଦକ୍ଷେପକୁ ଜଷ୍ଟିନଙ୍କ ପ୍ରଶଂସା ଓ ସମର୍ଥନ । ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇ ସନ୍ତୋଷ ପ୍ରକଟ କଲେ ଜଷ୍ଟିନ୍...
#ArgusNews #Odisha #Canada #PMOIndia #farmer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app