ଦେଶର ୧୦ ଜଣ ପ୍ରମୁଖ କ୍ଷମତାଶାଳୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଶୀର୍ଷରେ ରହିଛନ୍ତି। ଇଣ୍ଡିଆ ଟୁଡେ ପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ସ୍ବତନ୍ତ୍ର ସଂଖ୍ୟାରେ ଏହା କୁହାଯାଇଛି। ଏଥିରେ ମୋଦିଙ୍କ ପଛକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦ୍ବିତୀୟ ସ୍ଥାନରେ ରଖାଯାଇଛି ....
#ArgusNews #PM_MODI #IndiaToday_Survey #Powerful