ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ସମସ୍ତଙ୍କ ସୁଖ, ସମୃଦ୍ଧି ନେଇ କାମନା କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀପାବଳିର ଶୁଭ କାମନା ଜଣାଇଛନ୍ତି । ଏହାସହ ଦେଶବାସୀଙ୍କ ସୁଖ ଓ ଶାନ୍ତି ପାଇଁ କାମନା କରିଛନ୍ତି ।
#ArgusNews #Odisha #Diwali #BestWishes PMO INDIA President of IndiaDharmendra Pradhan