୨୮ ବର୍ଷ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ ମାମଲାର ଶୁଣାଣି ବୁଧବାର ସିବିଆଇର ସ୍ୱତନ୍ତ୍ର କୋର୍ଟ କରିଛନ୍ତି । ମସଜିଦ୍ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନ ନ ଥିଲା ବୋଲି ବିଚାରପତି ଏସ.କେ ଯାଦବ କହିଛନ୍ତି । ଏହି ମାମଲାରେ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ସିବିଆଇ ସ୍ପେଶାଲ କୋର୍ଟ ଦୋଷ ମୁକ୍ତ କରିଛନ୍ତି ....
#ArgusNews #Babri_Judgement #CBI_COURT