ଜୟଶ୍ରୀ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନିତିରେ ଘମାସାନ । ଗେରୁଆ ଦଳର ଜୟଶ୍ରୀ ନାରାକୁ ସହଜରେ ହଜମ କରିପାରୁନାହାଁନ୍ତି ଦିଦି । ଏମିତିକୁ ବନ୍ଦେ ମାତରମ ଓ ଭାରତ ମାତାଙ୍କ ଜୟକାରକୁ ନେଇ ଅନେକ ସମୟରେ ମୁହାଁମୁହିଁ ହୋଇଛନ୍ତି ଦିଦି ଓ ବିଜେପି ସମର୍ଥକ । ଏବେ ଲଢେଇ ମଇଦାନରେ ପୁଣି ସୁବାଷଙ୍କୁ ଆଗକୁ ଆଣି ବଳ କଷା କଷି ହେବାକୁ ଅଣ୍ଟା ଭିଡିଛନ୍ତି ଦୁଇ ପ୍ରତିନ୍ଦ୍ୱନ୍ଦୀ....
#ArgusNews #National #West_Bengal #ArgusInWestBengal