#ଗହଣା_ବନ୍ଧାରଖି_ପଙ୍ଖାଦାନ...
ମହାମାରୀ କାଳରେ ନିଜର ବଦାନ୍ୟତା ଦେଖାଇଲେ ଦମ୍ପତି...ଅଭାବରେ ଥାଇ ବି ଦୂର କଲେ କୋଭିଡ୍ ରୋଗୀଙ୍କ ଆବଶ୍ୟକତା...ଗହଣା ବିକି ହସପିଟାଲକୁ ଦାନ କଲେ ୧୦୦ଟି ଫଙ୍ଖା...ମାନବ ସେବା କରି ଏପରି ଅନନ୍ୟ ଉଦାହରଣ ସୃଷ୍ଟି କଲେ କୋଏମ୍ବାଟୁରର ଦମ୍ପତି...
#ArgusNews #National #Coimbatore #corona #helpingpeople #donate