#ଆସାମରେ_ବିଜେପିକୁ_ବିଜୟ_ଦେଲେ_ବୈଜୟନ୍ତ
#କାମ_ଦେଲା_ପ୍ରଭାରୀ_ବୈଜୟନ୍ତଙ୍କ_ରଣନୀତି
ଆସାମରେ ପୁଣି ଫୁଟିଲା ପଦ୍ମ । ବିଜେପି ପାଇଁ କାମଦେଲା ବୈଜୟନ୍ତଙ୍କ ବିଜୟୀ ଫର୍ମୁଲା । ଲଗାତାର ଦ୍ବିତୀୟ ଥର ଗେରିଆ ରଙ୍ଗରେ ରଙ୍ଗେଇ ହେଲା ଆସାମ । ତେବେ ଏ ବିଜୟ ପଛରେ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କର ବଡ଼ ଭୂମିକା ରହିଥିଲା...
#ArgusNews #National #Assam #BJP #Win Baijayant 'Jay' Panda