ଭାରତକୁ ଟିକା ତିଆରି ପାଇଁ ଆମେରିକା ଆବଶ୍ୟକ କଞ୍ଚାମାଲ ପଠାଇବ। ଆମେରିକାର ଏହି ଘୋଷଣା ପରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପର ସହ ଫୋନରେ କଥା ହୋଇଛନ୍ତି ...
#ArgusNews #India #Coronavaccine #Vaccine #PMModi #JoeBiden