ପ୍ରଧାନମନ୍ତ୍ରୀ ମୋଦି ଏପରି ସମୟରେ ଏକ ସ୍ପେଶାଲ ପ୍ରକାରରେ ଦୀପାବଳୀ ପାଳନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଏଥର ଜଏସଲମାର ସୀମାରେ ଭାରତୀୟ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିବାର ଯୋଜନା ଅଛି ।
#PMModis #PriministerModi #Diwali #NarendraModi #DiwaliWishes #DiwaliWithSoldiers #DiwaliWithJaisalmerSoldiers #JaisalmerBorder #TheArgus #ArgusNews #ArgusUpdate