ସୁପ୍ରିମକୋର୍ଟଙ୍କ ରାୟ ପରେ ଚାଷୀ ଆନ୍ଦୋଳନର ଆବଶ୍ୟକତା ନଥିଲା
ଦୀର୍ଘଦିନ ଧରି ଚାଷୀମାନେ ଆନ୍ଦୋଳନ କରୁଥିଲେ ଏବଂ ଭାରତ ସରକାର ଅନେକଥର ସେମାନଙ୍କ ସହ ଚର୍ଚ୍ଚା ମଧ୍ୟ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆଇନକୁ ସ୍ଥଗିତ ରଖି ପରେ ବିଚାର କରାଯିବ ବୋଲି ନିଷ୍ପତ୍ତି ଶୁଣାଇବା ପରେ ଚାଷୀ ଆନ୍ଦୋଳନର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କଲେ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର....
#ArgusNews #Odisha #Farmers #Prasnakala #BJP Golak Mohapatra
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app