କେରଳରେ ଏଲ୍ଡିଏଫ୍-ୟୁଡିଏଫ୍ ମଧ୍ୟରେ ଚାଲିଛି ମ୍ୟାଚ୍ ଫିକ୍ସିଂ....ରାଜ୍ୟବାସୀଙ୍କୁ ବାମପନ୍ଥୀ ସରକାରଙ୍କ ବିଶ୍ବାସଘାତକତା....ଏପଟେ ତାମିଲନାଡୁରେ କଂଗ୍ରେସ ଓ ଡିଏମକେର ବଂଶବାଦୀ ରାଜନିତିକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ....
#ArgusNews #National #Tamilnadu #Keral #PM Narendra Modi #Match_Fixing